ଆଧାର ପ୍ରମାଣୀକରଣ କ’ଣ?

“ଆଧାର ପ୍ରମାଣୀକରଣ (Aadhaar Authentication)” ହେଉଛି ଗୋଟିଏ ପ୍ରକ୍ରିୟା ଯାହା ଦ୍ଵାରା ଜଣକର ଆଧାର ନମ୍ବର ସହିତ ଜନସାଂଖିକ ତଥ୍ୟ(ଯେପରି ନାମ, ଜନ୍ମ ତାରିଖ, ଲିଙ୍ଗ ପ୍ରଭୃତି) କିମ୍ବା ବାୟୋମେଟ୍ରିକ୍ ତଥ୍ୟ (ହାତଆଙ୍ଗୁଠି ଛାପ କିମ୍ବା ଆଇରିସ୍) UIDAIର ସେଣ୍ଟ୍ରାଲ୍ ଆଇଡେଣ୍ଟିଟି ତଥ୍ୟ ରୀପୋଜିଟୋରୀ(CIDR)ରେ ଯାଞ୍ଚ ପାଇଁ ଦାଖଲ ହୋଇଥାଏ ଏବଂ ଦାଖଲ ହୋଇଥିବା ସମସ୍ତର ସଠିକତାକୁ କିମ୍ବା ଅଭାବକୁ UIDAI, ପାଖରେ ଉପଲବ୍ଧ ଥିବା ତଥ୍ୟ ସହିତ ଯାଞ୍ଚ କରେ |