ଆଧାର ପ୍ରମାଣୀକରଣର ସୁବିଧାଗୁଡିକ କ’ଣ ?

ଆଧାର ପ୍ରମାଣୀକରଣ ଅନଲାଇନ୍ ମାଧ୍ୟମର ଆପଣଙ୍କର ପରିଚୟକୁ, ତତକ୍ଷଣାତ୍ ପ୍ରମାଣ କରିବାର ଗୋଟିଏ କୌଶଳ ଅଟେ | ତେଣୁ ଜଣକୁ ଆଧାର ନମ୍ବର୍ ବ୍ୟତିତ ଅନ୍ୟ ID ପ୍ରମାଣ ନେବାର ଆବଶ୍ୟକତା ନାହିଁ |