ଯେତେବେଳେ ଆଧାର ନମ୍ବର୍ ବିପକ୍ଷରେ ଗୋଟିଏ ପ୍ରମାଣୀକରଣ ସୃଷ୍ଟି ହେବ, ବାସିନ୍ଦାଙ୍କୁ ଅବଗତ କରିବା ପାଇଁ କିଛି କୌଶଳ ଅଛି କି ?

UIDAI ପ୍ରମାଣୀକରଣକୁ ପଞ୍ଜିକୃତ ଇମେଲରେ ବାସିନ୍ଦାଙ୍କୁ ସୁଚନା ପ୍ରଦାନ କରିଥାଏ | ପ୍ରତ୍ୟେକ ଥର UIDAI ଗୋଟିଏ ବାୟୋମେଟ୍ରିକ୍ କିମ୍ବା OTP ଆଧାରିତ ପ୍ରମାଣୀକରଣ, ଗୋଟିଏ ଆଧାର ନମ୍ବର୍ ବିପକ୍ଷରେ ପ୍ରାପ୍ତ କରିଥାଏ, ପଞ୍ଜିକୃତ ଇମେଲ୍ ଆଡ୍ରେସରେ ଗୋଟିଏ ବିଜ୍ଞପ୍ତି ପ୍ରେରଣ କରାଯାଇଥଏ |