ମୋର ପ୍ରମାଣୀକରଣ ଅନୁରୋଧ କ’ଣ ପାଇଁ ଅଗ୍ରାହ୍ୟ ହୋଇଯାଉଛି ଯଦିଓ ମୁଁ ଆଙ୍ଗୁଠି ଛାପ ସହ ଆଧାର ନମ୍ବର୍ ମଧ୍ୟ ପ୍ରଦାନ କରିଛି?

ଯଦି ଆଙ୍ଗୁଠି ଛାପ ପ୍ରମାଣୀକରଣ ଅସଫଳ ହୁଏ, ତେବେ ବାସିନ୍ଦା:
  • ଫିଙ୍ଗରପ୍ରିଣ୍ଟ ସ୍କାନର୍ ଉପରେ ଆଙ୍ଗୁଠିକୁ ସଠିକ୍ ଭାବେ ସ୍ଥାପିତ ଓ ଚାପ ପ୍ରୟୋଗ ପୂର୍ବକ ଆଉ ଥରେ ଚେଷ୍ଟା କରନ୍ତୁ
  • ଅନ୍ୟ ଆଙ୍ଗୁଠିଗୁଡିକ ସହ ଚେଷ୍ଟା କରନ୍ତୁ
  • ଫିଙ୍ଗରପ୍ରିଣ୍ଟ ସ୍କାନରକୁ ସଫା କରନ୍ତୁ
  • ଆଙ୍ଗୁଠିଗୁଡିକୁ ସଫା କରନ୍ତୁ

ଯଦି ବାୟୋମେଟ୍ରିକ୍ ପ୍ରମାଣୀକରଣ ବାରମ୍ବାର ଅସଫଳ ହେଉଛି ତେବେ ବାସିନ୍ଦା ଆଧାର ନବୀକରଣ କେନ୍ଦ୍ରକୁ ଯାଇ UIDAI ସହିତ ନିଜର ବାୟୋମେଟ୍ରିକଗୁଡିକୁ ନବୀକରଣ କରାଇନିଅନ୍ତୁ |