ମୁଁ କିପରି ପ୍ରମାଣିତ କରିବି ଯଦି ମୋର ଆଙ୍ଗୁଠି ଛାପଗୁଡିକ ନଷ୍ଟ ହୋଇଯାଇଥାଏ/ମୋର ଆଙ୍ଗୁଳି ନାହିଁ?

ଏହି ପରି ଜାରିର ସମାଧାନ ସେବା ପ୍ରଦାନକାରୀଙ୍କୁ ପ୍ରମାଣୀକରଣର ବିକଳ୍ପକୁ ରଖିବା ଆବଶ୍ୟକ ଯେପରି ଆଇରିସ(ଆଖିଡୋଳା)ପ୍ରମାଣୀକରଣ, OTP ପ୍ରମାଣୀକରଣର ବ୍ୟବସ୍ଥା ରଖିବା ଆବଶ୍ୟକ | ଅତିରିକ୍ତ ଭାବେ, ସେବାପ୍ରଦାନକାରୀ ସେମାନଙ୍କ ହିତାଧିକାରୀଙ୍କ ପାଇଁ ଅନ୍ୟାନ୍ୟ ମେଥଡକୁ ବ୍ୟବହାର କରିପାରନ୍ତି |