କେତେ ସମୟ ଅବଧି ପାଇଁ ମୁଁ ମୋର ପ୍ରାମାଣିକିକରଣ କାରବାର ରେକର୍ଡ ଯାଞ୍ଚ କରିପାରିବି?

ଆଧାର ନମ୍ବର ଧାରକ ଗତ 6 ମାସ ପାଇଁ ତାଙ୍କର ପ୍ରାମାଣିକିକରଣ କାରବାର ରେକର୍ଡ ଯାଞ୍ଚ କରିପାରିବେ |