ଟ୍ରେନିଙ୍ଗ ମ୍ୟାଟେରିଆଲ କେଉଁଠୁ ପ୍ରାପ୍ତ କରିହେବ?

https://uidai.gov.in/enrolment-update/enrolment.html ରେ ଆକ୍ସେସ୍ କରିପାରିବେ |

https://uidai.gov.in/enrolment-update/enrolment/testing-certification.html

ଟ୍ରେନିଙ୍ଗ କଣ୍ଟେଣ୍ଟ PDF, PPT ଓ କମ୍ପ୍ୟୁଟର ଭିତ୍ତିକ ଟ୍ରେନିଙ୍ଗ(CBT) ଫର୍ମାଟରେ ଉପଲବ୍ଧ ଅଛି |