ଜଣେ ବାସିନ୍ଦା ଏମ୍-ଆଧାର (mAadhaar) ଆପ୍ ରେ କେମିତି ପ୍ରୋଫାଇଲ୍ ତିଆରି କରିପାରିବେ?

  • ପଞ୍ଜିକୃତ ମୋବାଇଲ ନମ୍ବର ସହ ଆଧାର ଲିଙ୍କ ଥିବା ବ୍ୟକ୍ତି ହିଁ ଏମ-ଆଧାର ଆପରେ ଆଧାର ପ୍ରୋଫାଇଲ ତିଆରି କରିପାରିବେ। ସେମାନେ ଯେକୌଣସି ସ୍ମାର୍ଟଫୋନରେ ଇନଷ୍ଟଲ ହୋଇଥିବା ଆପରେ ନିଜ ପ୍ରୋଫାଇଲକୁ ରେଜିଷ୍ଟର କରିପାରିବେ। ତେବେ ଏହି ଓଟିପି କେବଳ ରେଜିଷ୍ଟର ହୋଇଥିବା ମୋବାଇଲକୁ ହିଁ ପଠାୟିବ। ଆଧାର ପ୍ରୋଫାଇଲ ରେଜିଷ୍ଟର କରିବା ପାଇଁ ନିମ୍ନରେ ଦିଆୟାଇଥିବା ପଦକ୍ଷେପ ଗୁଡିକ ନିମ୍ନରେ ଦିଆଗଲା

    ଆପ୍ ଲଞ୍ଚ୍ କରନ୍ତୁ।
    ମେନ୍ ଡ୍ୟାସବୋର୍ଡର ଶୀର୍ଷରେ ରେଜିଷ୍ଟର ଆଧାର ଟ୍ୟାବକୁ ଟ୍ୟାପ୍ କରନ୍ତୁ
    4 ଅଙ୍କ ବିଶିଷ୍ଟ ପିନ୍/ପାସବାର୍ଡ଼ ତିଆରି କରନ୍ତୁ(ଏହି ପାସବାର୍ଡ଼କୁ ମନେରଖନ୍ତୁ, ଯେହେତୁ ଏହା ପ୍ରୋଫାଇଲକୁ ପ୍ରବେଶ କରିବା ପାଇଁ ଆବଶ୍ୟକ ହେବ)
    ବୈଧ ଆଧାର ପ୍ରଦାନ କରନ୍ତୁ ଏବଂ ବୈଧ କ୍ୟାପଚା ଏଣ୍ଟ୍ରି କରନ୍ତୁ
    ଏହାପରେ ଭେଲିଡ ଓଟିପି ଏଣ୍ଟର କରି ସବମିଟ୍ କରନ୍ତୁ
    ଏଥିପାଇଁ ପ୍ରୋଫାଇଲ୍ ରେଜିଷ୍ଟ୍ରେସନ୍ କରିବାକୁ ପଡ଼ିବ
    ପଞ୍ଜିକୃତ ଟ୍ୟାବରେ ଏବେ ପଞ୍ଜିକୃତ ଆଧାର ନାମ ପ୍ରଦର୍ଶିତ ହେବ
    ତଳ ମେନ୍ୟୁରେ ମାଇଁ ଆଧାର ଟ୍ୟାବ ଉପରେ ଟ୍ୟାପ କରନ୍ତୁ
    4 ଅଙ୍କ ବିଶିଷ୍ଟ ପିନ୍/ପାସବାର୍ଡ ଦିଅନ୍ତୁ
    ମୋର ଆଧାର ଡ୍ୟାସବୋର୍ଡ ଦେଖାଯାଏ

ଆଧାର ମୁଦ୍ରିତ

View All

ଆଧାର ପ୍ରସାରଣ (ଟେଲିଭିଜନ ମାଧ୍ୟମରେ)

View All

ପ୍ରେସ ଵିଜ୍ଞପ୍ତି

View All

ସଂଖ୍ୟାରେ ଆଧାର

Aadhaar Generated
Authentication Done