ଏମ୍-ଆଧାର (m-Aadhaar) ବ୍ୟବହାର କରିବା ପାଇଁ ପଞ୍ଜିକୃତ ମୋବାଇଲ ଥିବା ଜରୁରୀ ଅଟେ କି

ନା। ସ୍ମାର୍ଟଫୋନ୍ ଥିବା ଯେକୌଣସି ବ୍ୟକ୍ତି ଏମ୍-ଆଧାର ଆପ୍ ଇନଷ୍ଟଲ୍ କରି ବ୍ୟବହାର କରିପାରିବେ।
ପଞ୍ଜୀକୃତ ମୋବାଇଲ ନମ୍ବର ବିନା ଆଧାର ନମ୍ବର ଧାରକ କେବଳ କିଛି ସେବା ଯେପରିକି ଅର୍ଡର ଆଧାର ପିଭିସି କାର୍ଡ, ଲୋକେଟ୍ ଏନରୋଲମେଣ୍ଟ ସେଣ୍ଟର, ଭେରିଫିକେସନ୍ ଆଧାର, ସ୍କାନିଂ କ୍ୟୁଆର କୋଡ୍ ଆଦି ପାଇପାରିବେ।
ତେବେ ପଞ୍ଜୀକୃତ ମୋବାଇଲ ନମ୍ବର ଏମ୍-ଆଧାର ରେ ପ୍ରୋଫାଇଲ ପ୍ରସ୍ତୁତ କରିବା ଏବଂ ଡିଜିଟାଲ ପରିଚୟ ଭଳି ବ୍ୟବହାର କରିବା ଏବଂ ଅନ୍ୟ ସମସ୍ତ ଆଧାର ସେବାର ଲାଭ ଉଠାଇବା ପାଇଁ ବାଧ୍ୟତାମୂଳକ ଅଟେ। ଏମ୍-ଆଧାର ରେ ପ୍ରୋଫାଇଲ୍ ତିଆରି କରିବା ପାଇଁ କେବଳ ରେଜିଷ୍ଟର୍ଡ ମୋବାଇଲ୍କୁ ଓଟିପି ପଠାଯିବ।

ଆଧାର ମୁଦ୍ରିତ

View All

ଆଧାର ପ୍ରସାରଣ (ଟେଲିଭିଜନ ମାଧ୍ୟମରେ)

View All

ପ୍ରେସ ଵିଜ୍ଞପ୍ତି

View All

ସଂଖ୍ୟାରେ ଆଧାର

Aadhaar Generated
Authentication Done