ଆଧାରର ପଞ୍ଜୀକରଣ ପାଇଁ ଅସଲ ଦସ୍ତାବିଜଗୁଡିକ ଆଣିବା ଆବଶ୍ୟକ ଅଟେ କି?

ହଁ, ଆଧାର ପଞ୍ଜୀକରଣ ପାଇଁ ଆପଣଙ୍କୁ ସହାୟକ ଦସ୍ତାବିଜର ମୂଳ କପି ଆଣିବାକୁ ପଡ଼ିବ। ପଞ୍ଜୀକରଣ ଶେଷ ହେବା ପରେ ଅପରେଟର ସମସ୍ତ ଡକ୍ୟୁମେଣ୍ଟ ସହିତ ଏକ ସ୍ୱୀକୃତି ସ୍ଲିପ୍ ଫେରସ୍ତ କରିବେ, ଯେଉଁଥିରେ ପ୍ରୟୁଜ୍ୟ ଶୁଳ୍କ ରହିବ।

ଆଧାର ମୁଦ୍ରିତ

View All

ଆଧାର ପ୍ରସାରଣ (ଟେଲିଭିଜନ ମାଧ୍ୟମରେ)

View All

ପ୍ରେସ ଵିଜ୍ଞପ୍ତି

View All

ସଂଖ୍ୟାରେ ଆଧାର

Aadhaar Generated
Authentication Done