ଆଧାର ନମ୍ବର କ'ଣ?
ଆଧାର ନମ୍ବର ଏକ 12 ଅଙ୍କ ବିଶିଷ୍ଟ ଅନିୟମିତ ସଂଖ୍ୟା ଯାହା ଜଣେ ବ୍ୟକ୍ତିଙ୍କୁ ଏନରୋଲମେଣ୍ଟ ପ୍ରକ୍ରିୟା ଶେଷ କରିବା ପାଇଁ ପ୍ରଦାନ କରାୟାଇଥାଏ। ଏହା ହେଉଛି ଆଧାର କାର୍ଡଧାରୀଙ୍କୁ ଜାରି କରାୟାଇଥିବା ଡିଜିଟାଲ ପରିଚୟ ଯାହା ବାୟୋମେଟ୍ରିକ୍ କିମ୍ବା ମୋବାଇଲ୍ ଓଟିପି ମାଧ୍ୟମରେ ପ୍ରମାଣିତ ହୋଇପାରିବ।