ଇ-ଆଧାର କ'ଣ ଆଧାରର ଫିଜିକାଲ କପି ଭଳି ସମାନ ଭାବେ ବୈଧ ?

ଆଧାର ଆଇନ ଅନୁସାରେ ଇ-ଆଧାର ସବୁ କାମ ପାଇଁ ଆଧାରର ଫିଜିକାଲ କପି ଭଳି ସମାନ ଭାବେ ବୈଧ । ଇ-ଆଧାର ର ବୈଧତା ପାଇଁ ଦୟାକରି UIDAI ସର୍କୁଲାର- https://uidai.gov.in/images/uidai_om_on_e_aadhaar_validity.pdf.କୁ ଯାଆନ୍ତୁ