ମୋର ବ୍ୟାଙ୍କ ଆକାଉଣ୍ଟ, ପାନ୍ ଏବଂ ଅନ୍ୟାନ୍ୟ ସେବା ଆଧାର ସହିତ ଲିଙ୍କ୍ ମୋତେ ଅସୁରକ୍ଷିତ କରେ କି?

ନା ୟୁଆଇଡିଏଆଇ ପାଖରେ ଆପଣଙ୍କ ଆଧାରକୁ ଅନ୍ୟ କୌଣସି ସେବା ସହିତ ଲିଙ୍କ କରିବାର ଦୃଶ୍ୟତା ନାହିଁ। ବ୍ୟାଙ୍କ, ଆୟକର ଇତ୍ୟାଦି ସମ୍ବନ୍ଧିତ ବିଭାଗ ଆଧାର ନମ୍ବରଧାରୀଙ୍କ କୌଣସି ସୂଚନା ସେୟାର କରନ୍ତି ନାହିଁ କିମ୍ବା ୟୁଆଇଡିଏଆଇ ସେଭଳି କୌଣସି ସୂଚନା ସଂରକ୍ଷଣ କରେ ନାହିଁ।