Filters

ଆପଣଙ୍କ ଆଧାର

ଆଧାର କ’ଣ?keyboard_arrow_down
ଆଧାରର ବୈଶିଷ୍ଟ୍ୟତା ଓ ସୁବିଧାଗୁଡିକ କ’ଣ?keyboard_arrow_down
ଆଧାର ପ୍ରାପ୍ତକରିବା ବାଧ୍ୟତାମୂଳକ ଅଟେ କି?keyboard_arrow_down
ଆଧାର ପ୍ରାପ୍ତ କରିବା ପାଇଁ, ଜଣେ ବ୍ୟକ୍ତିବିଶେଷଙ୍କର କେଉଁ ତଥ୍ୟଗୁଡିକ ଆବଶ୍ୟକ?keyboard_arrow_down
ଜଣେ ବ୍ୟକ୍ତିବିଶେଷଙ୍କର ଜନ୍ମ ତାରିଖର ବୈଧତା କିପରି ଯାଞ୍ଚ ହେବ?keyboard_arrow_down
ମୁଖ୍ୟ ପ୍ରଶାସକ ପରବର୍ତ୍ତୀ ସମୟରେ ପରିଚୟକର୍ତ୍ତାମାନଙ୍କୁ ସଂଯୋଗ/ବାହାର କରିପାରିବେ କି?keyboard_arrow_down
UIDAI କିପରି ବ୍ୟକ୍ତିବିଶେଷଙ୍କୁ ଏବଂ ସେମାନଙ୍କ ତଥ୍ୟକୁ ସୁରକ୍ଷା ପ୍ରଦାନ କରିଥାଏ?keyboard_arrow_down
ଯଦି ଜଣେ ବାସିନ୍ଦା UIDAI ଦ୍ଵାରା ଅଗ୍ରାହ୍ୟ ହୁଅନ୍ତି ଏବଂ ଆଧାର ପ୍ରାପ୍ତ ନକରନ୍ତି, ତେବେ କ’ଣ କରିବେ?keyboard_arrow_down
ଆଧାର ପତ୍ର ବିଭାଗ – ଯଦି ଜଣେ ବାସିନ୍ଦା ନିଜ ଆଧାରକୁ ଅଜଣା ଜାଗାରେ ରଖିଦିଅନ୍ତି/ନିଜ ଆଧାରକୁ ଭୁଲିଯା’ନ୍ତି ତେବେ କ’ଣ କରିବେ?keyboard_arrow_down
ଯଦି ବାସିନ୍ଦା ଅଜଣା ଜାଗାରେ ନିଜର ଆଧାର ସଂଖ୍ୟାକୁ ରଖିଦେଇଥାନ୍ତି, ତେବେ କ’ଣ କରିବେ?keyboard_arrow_down
ଯଦି ବାସିନ୍ଦା ଆଧାର ପତ୍ର ପ୍ରାପ୍ତ ନକରନ୍ତି, ତେବେ କ’ଣ କରିବେ?keyboard_arrow_down
ଯଦି ଆଧାର ପଞ୍ଜୀକରଣ ଚିରିକୁଟିରେ ତୃଟି/ଅନ୍ୟ ଜନସାଂଖିକୀୟ ତୃଟି ଥିବ(୯୬ ଘଣ୍ଟା ସଂଶୋଧନ ୱିଣ୍ଡୋ)ତେବେ ବାସିନ୍ଦା କ’ଣ କରିବେ?keyboard_arrow_down
ମୋର ପଞ୍ଜୀକରଣ ହେଲାପରେ, ଆଧାର ପତ୍ର ପ୍ରାପ୍ତ କରିବା ପାଇଁ କେତେ ସମୟ ଲାଗିବ? ଏବଂ ମୁଁ ମୋର ଆଧାର ପତ୍ର କିପରି ପ୍ରାପ୍ତ କରିବି?keyboard_arrow_down
ମୁଁ ନିକଟ ଅତୀତରେ ମୋର ଆଧାରକୁ ନବୀକରଣ କରିଥିଲି | କିନ୍ତୁ, ଏହା “ଅଣ୍ଡର୍ ମାନୁଆଲ୍ ଚେକ୍” ବୋଲି ପ୍ରଦର୍ଶନ କରୁଛି | ଏହା କେବେ ନବୀକରଣ ହେବ?keyboard_arrow_down
ମୁଁ ନିକଟ ଅତୀତରେ ମୋର ଆଧାରକୁ ନବୀକରଣ କରିଛି | ଦୟାକରି ଏହାକୁ ତ୍ଵରାନ୍ଵିତ କରିପାରିବେ କି? ଏହା ମୋତେ ଅତି ଶୀଘ୍ର ଆବଶ୍ୟକ |keyboard_arrow_down
ମୁଁ ବହୁ ପୂର୍ବରୁ ଆଧାର ପାଇଁ ଆବେଦନ କରିଥିଲି, କିନ୍ତୁ ତାହା ପ୍ରାପ୍ତ ନକରିବାରୁ ପୁନଃ ଆବେଦନ କଲି | କେବେ ମୁଁ ମୋର ଆଧାର ପ୍ରାପ୍ତ କରିବି?keyboard_arrow_down
ଆଧାର ସ୍ମାର୍ଟ କାର୍ଡ କିମ୍ବା ପ୍ଲାଷ୍ଟିକ୍ କାର୍ଡ କ’ଣ ଅଟେ? ସେବାଗୁଡିକ ପ୍ରାପ୍ତ କରିବା ପାଇଁ ଏହା କ’ଣ ବାଧ୍ୟତାମୂଳକ ଅଟେ?keyboard_arrow_down
ମୁଁ ଆଧାର ସହିତ କିପରି PANକୁ ଲିଙ୍କ କରିବି?keyboard_arrow_down
ଗୋପନୀୟତାର ସୁରକ୍ଷାଗୁଡିକ ସ୍ଥାନରେ ବାସିନ୍ଦାଙ୍କର ଗୋପନୀୟତାର ଅଧିକାରର ସୁରକ୍ଷା କ’ଣ?keyboard_arrow_down
UIDAI ଦ୍ଵାରା ତଥ୍ୟ ସୁରକ୍ଷା ଓ ଗୋପନୀୟତା ପାଇଁ ନେଉଥିବା ପଦକ୍ଷେପଗୁଡିକ କ’ଣ?keyboard_arrow_down
ତଥ୍ୟକୁ ଆକ୍ସେସ୍ କରିବାରେ ଠକାମି କିମ୍ବା ଅନଧିକାର ପ୍ରବେଶ ଦ୍ଵାରା ସାମ୍ଭାବ୍ୟ ଅପରାଧିକ ଜୋରିମାନାଗୁଡିକ କ’ଣ?keyboard_arrow_down
ଆଧାରକୁ କେଉଁଥିପାଇଁ ବ୍ୟବହାର କରାଯାଇପାରିବ? ଆଧାର ସମର୍ଥିତ ପ୍ରୟୋଗଗୁଡିକ କ’ଣ? ଆଧାର ସମର୍ଥିତ ପ୍ରୟୋଗଗୁଡିକ ମାଧ୍ୟମରେ କିପରି ଜଣେ ବାସିନ୍ଦା ଉପକୃତ ହୋଇପାରିବେ?keyboard_arrow_down
ସରକାରଙ୍କ ଦ୍ଵାରା ଜାରି କରାଯାଇଥିବା ଅନ୍ୟ ପରିଚୟ ପତ୍ର ଠାରୁ ଆଧାର କିପରି ଭିନ୍ନ ଅଟେ?keyboard_arrow_down
ଇନକମ୍ ଟାକ୍ସ ରିଟର୍ନ ଫାଇଲିଙ୍ଗ କରିବା ସମୟରେ ଆଧାର ସଂଖ୍ୟା ପ୍ରଦାନ କରିବାକୁ ସରକାର ବାଧ୍ୟତାମୁଳକ କରିଛନ୍ତି କି?keyboard_arrow_down
ଆୟକର ରିଟର୍ନକୁ ଦାଖଲ ପାଇଁ ମୋର ଗୋଟିଏ PAN ସଂଖ୍ୟା ଅଛି | ଏହା ସତ୍ତ୍ଵେ ଆଧାର ସଂଖ୍ୟାକୁ ପ୍ରଦାନ କରିବା ଆବଶ୍ୟକ ଅଟେ କି?keyboard_arrow_down
PAN ଓ ଆଧାରରେ ମୋର ନାମ ଭିନ୍ନ ଅଟେ | ଏହା ଉଭୟଙ୍କୁ ଲିଙ୍କ କରିବା ପାଇଁ ଅନୁମତି ଦେଉ ନାହିଁ | କ’ଣ କରିବି?keyboard_arrow_down
ମୋର PAN ଓ ଆଧାରରେ ଥିବା ଜନ୍ମ ତାରିଖ ମେଳ ହେଉନାହିଁ | ସେମାନଙ୍କୁ ଲିଙ୍କ କରିହେଉ ନାହିଁ | ଦୟାକରି ସାହାଯ୍ୟ କରନ୍ତୁ |keyboard_arrow_down
ମୋର ଜନ୍ମ ତରିଖର କୌଣସି ପ୍ରମାଣ ନାହିଁ | ଲିଙ୍କିଙ୍ଗକୁ ସମ୍ପୂର୍ଣ୍ଣ କରିବା ପାଇଁ ଆଧାର କିମ୍ବା PANରେ DoBକୁ କିପରି ନବୀକରଣ କରିବି?keyboard_arrow_down
ମୋର PAN ଅଚଳ ହୋଇଯିବ କି ଯଦି ମୁଁ ଏହାକୁ ଆଧାର ସହିତ ଲିଙ୍କ ନକରେ?keyboard_arrow_down
ଭାରତରେ ଟାକ୍ସ ରିଟର୍ନକୁ ଫାଇଲ୍ କରିବା କିମ୍ବା PAN ଆବେଦନ ପାଇଁ ଆଧାରକୁ ପଞ୍ଜୀକରଣ କରିବା ବାଧ୍ୟତାମୂଳକ ଅଟେ କି? ଯଦି ହଁ ତେବେ NRIମାନଙ୍କ ପାଇଁ କ’ଣ ସବୁ ପ୍ରକ୍ରିୟା ଅଛି?keyboard_arrow_down
ମୁଁ ଆଧାର ସଂଖ୍ୟା ପାଇଁ ପଞ୍ଜୀକରଣ କରିସାରିଛି କିନ୍ତୁ ଆଧାର ସଂଖ୍ୟା ପ୍ରାପ୍ତ କରି ନାହିଁ , ତଥାପି ବି ମୁଁ ଆୟକର ରିଟର୍ନ ଦାଖଲ କରିପାରିବି କି?keyboard_arrow_down
NRIମାନେ ଆଧାର ପ୍ରାପ୍ତ କରିପାରିବେ କି?keyboard_arrow_down
ବର୍ତ୍ତମାନ ମୁଁ ଜଣେ NRI ଅଟେ ଏବଂ ଗୋଟିଏ ଆଧାର ଅଛି | ମୁଁ କିପରି ମୋ PAN ସହିତ କରିବି?keyboard_arrow_down
ମୁଁ ଜଣେ NRI ଅଟେ ଏବଂ ମୋର ଗୋଟିଏ ଆଧାର ନାହିଁ | ଏହା କ’ଣ ସତ୍ୟ ଅଟେ ଯେ ମୋର PAN ରଦ୍ଦ ହୋଇଯିବ ଯଦି ମୁଁ 30th ଅପ୍ରେଲ୍ ସୁଧା ଆଧାର ପ୍ରଦାନ କରିବା ପାଇଁ ସକ୍ଷମ ନହୁଏ?keyboard_arrow_down
ବ୍ୟକ୍ତିବିଶେଷଙ୍କୁ ଓ ସେମାନଙ୍କ ତଥ୍ୟକୁ UIDAI କିପରି ସୁରକ୍ଷା ଦେଇଥାଏ?keyboard_arrow_down
UID ତଥ୍ୟଭଣ୍ଡାର(ଡେଟାବେସ)କୁ କେଉଁମାନଙ୍କର ଆକ୍ସେସ୍ ଅଛି? ତଥ୍ୟଭଣ୍ଡାର(ଡେଟାବେସ)ର ସୁରକ୍ଷାକୁ କିପରି ସୁନିଶ୍ଚିତ କରାଯାଇଥାଏ?keyboard_arrow_down
ବାସିନ୍ଦାମାନଙ୍କର ଅଭିଯୋଗଗୁଡିକୁ କିପରି ସମାଧାନ କରାଯାଇଥାଏ?keyboard_arrow_down
ଜଣେ ବାସିନ୍ଦାଙ୍କୁ ଆଧାରରୁ ବାଦ ଦିଆଯାଇପାରିବ କି?keyboard_arrow_down
ବାସିନ୍ଦାଙ୍କର ତଥ୍ୟକୁ ଆଧାର ତଥ୍ୟଭଣ୍ଡାର(ଡେଟାବେସ)ରୁ ବାହାର କରାଯାଇପାରିବ କି?keyboard_arrow_down
ଏମ୍-ଆଧାର ବା ମୋବାଇଲ୍ ଆଧାର ଆପ୍ଲିକେସନ ଓଟିପିକୁ ଆପେଆପେ ପଢିପାରୁନାହିଁ ।keyboard_arrow_down
ଜଣେ ବାସିନ୍ଦା ଏମ୍-ଆଧାର (mAadhaar) ଆପ୍ ରେ କେମିତି ପ୍ରୋଫାଇଲ୍ ତିଆରି କରିପାରିବେ?keyboard_arrow_down
ବାସିନ୍ଦା କେମିତି ପ୍ରୋଫାଇଲ ଦେଖି ପାରିବେ?keyboard_arrow_down
ଏମ୍-ଆଧାର(mAadhaar)ରେ ନବୀକୃତ ବା ଅପଡେଟେଡ୍ ପ୍ରୋଫାଇଲ କେମିତି ଦେଖିବେ?keyboard_arrow_down
ପାସୱାର୍ଡ କେମିତି ବଦଳାଇବେ?keyboard_arrow_down
ଜଣେ ବାସିନ୍ଦା କେମିତି ଏମ୍-ଆଧାର ଆପ୍ଲିକେସନରୁ ପ୍ରୋଫାଇଲ୍ ହଟାଇ ପାରିବେ?keyboard_arrow_down
ଆପ୍ ଖୋଲିବା ବେଳେ ବାରମ୍ବାର ନିଜ ପାସୱାର୍ଡ ଭରିବା ପ୍ରକ୍ରିୟାକୁ କେମିତି ଏଡାଇ ପାରିବେ?keyboard_arrow_down
ପାସୱାର୍ଡ ଦେବା ପାଇଁ କିଛି ନିର୍ଦ୍ଦିଷ୍ଟ ଫର୍ମାଟ ଅଛି କି?keyboard_arrow_down
ଏମ୍-ଆଧାର (mAadhar) ଆପ ଅଫଲାଇନ ବା ଇଣ୍ଟରନେଟ୍ ନଥିବା ବେଳେ କାମ କରେ କି?keyboard_arrow_down
ପଞ୍ଜିକୃତ ହୋଇ ନଥିବା ମୋବାଇଲରେ କେଉଁଠି ଓଟିପି ଦିଆଯିବ ଓ ମିଳିବ?keyboard_arrow_down
ଇ-କେୱାଇସି (e-KYC)କଣ? e-KYCର ବ୍ୟବହାର କଣ?keyboard_arrow_down