ଯଦି ଆପଣଙ୍କର ଅପ୍ଡେଟ୍ ଅନୁରୋଧକୁ ସୀମା ଅତିକ୍ରମ କରିବା ପାଇଁ ପ୍ରତ୍ୟାଖ୍ୟାନ କରାଯାଏ, ତେବେ ଆପଣଙ୍କୁ ବ୍ୟତିକ୍ରମ ପରିଚାଳନା ପାଇଁ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁଯାୟୀ କୌଣସି ଆଧାର ଏନରୋଲମେଣ୍ଟ / ଅପ୍ଡେଟ୍ ସେଣ୍ଟରରେ ଅପ୍ଡେଟ୍ ପାଇଁ ପୁନଃ ପଞ୍ଜୀକରଣ କରିବାକୁ ପଡିବ।
ଏହାର ବିସ୍ତୃତ ପ୍ରକ୍ରିୟା ନିମ୍ନରେ ଉପଲବ୍ଧ
ନାମ/ଲିଙ୍ଗ - https://www.uidai.gov.in//images/SOP_dated_28-10-2021-Name_and_Gender_update_request_under_exception_handling_process_Circular_dated_03-11-2021.pdf
ଡିଓବି - https://uidai.gov.in/images/SOP_for_DOB_update.pdf
ଥରେ ଆପଣଙ୍କ ଆବେଦନ ଖାରଜ ହୋଇୟିବ, ଆପଣଙ୍କୁ 1947କୁ କଲ କରିବାକୁ ପଡିବ କିମ୍ବା This email address is being protected from spambots. You need JavaScript enabled to view it. ମାଧ୍ୟମରେ ଏକ ଅନୁରୋଧ ପଠାଇବାକୁ ପଡିବ ଯାହା ଆଞ୍ଚଳିକ କାର୍ୟ୍ୟାଳୟ ମାଧ୍ୟମରେ ଅସାଧାରଣ ପରିଚାଳନା ପାଇଁ ଅନୁରୋଧ କରିବ।
ଆପଣଙ୍କୁ ଅନୁରୋଧର ସ୍ଥିତିକୁ ଟ୍ରାକ କରିବା ପାଇଁ SRN ନମ୍ବର ପ୍ରଦାନ କରାୟିବ।
ବିସ୍ତୃତ ଅନୁସନ୍ଧାନ ପରେ ଆଞ୍ଚଳିକ କାର୍ୟ୍ୟାଳୟ ଆପଣଙ୍କ ଅନୁରୋଧକୁ ପ୍ରକ୍ରିୟା କରିବ।
ଆଞ୍ଚଳିକ କାର୍ୟ୍ୟାଳୟର ସବିଶେଷ ବିବରଣୀ ଏହି ବେବସାଇଟରେ ଉପଲବ୍ଧ: ଆଞ୍ଚଳିକ କାର୍ୟ୍ୟାଳୟ