Filters

ଏମ୍-ଆଧାର FAQs

ଏମ୍-ଆଧାର ବା ମୋବାଇଲ୍ ଆଧାର ଆପ୍ଲିକେସନ ଓଟିପିକୁ ଆପେଆପେ ପଢିପାରୁନାହିଁ ।keyboard_arrow_down
ଜଣେ ବାସିନ୍ଦା ଏମ୍-ଆଧାର (mAadhaar) ଆପ୍ ରେ କେମିତି ପ୍ରୋଫାଇଲ୍ ତିଆରି କରିପାରିବେ?keyboard_arrow_down
ବାସିନ୍ଦା କେମିତି ପ୍ରୋଫାଇଲ ଦେଖି ପାରିବେ?keyboard_arrow_down
ଏମ୍-ଆଧାର(mAadhaar)ରେ ନବୀକୃତ ବା ଅପଡେଟେଡ୍ ପ୍ରୋଫାଇଲ କେମିତି ଦେଖିବେ?keyboard_arrow_down
ପାସୱାର୍ଡ କେମିତି ବଦଳାଇବେ?keyboard_arrow_down
ଜଣେ ବାସିନ୍ଦା କେମିତି ଏମ୍-ଆଧାର ଆପ୍ଲିକେସନରୁ ପ୍ରୋଫାଇଲ୍ ହଟାଇ ପାରିବେ?keyboard_arrow_down
ଆପ୍ ଖୋଲିବା ବେଳେ ବାରମ୍ବାର ନିଜ ପାସୱାର୍ଡ ଭରିବା ପ୍ରକ୍ରିୟାକୁ କେମିତି ଏଡାଇ ପାରିବେ?keyboard_arrow_down
ପାସୱାର୍ଡ ଦେବା ପାଇଁ କିଛି ନିର୍ଦ୍ଦିଷ୍ଟ ଫର୍ମାଟ ଅଛି କି?keyboard_arrow_down
ଏମ୍-ଆଧାର (mAadhar) ଆପ ଅଫଲାଇନ ବା ଇଣ୍ଟରନେଟ୍ ନଥିବା ବେଳେ କାମ କରେ କି?keyboard_arrow_down
ପଞ୍ଜିକୃତ ହୋଇ ନଥିବା ମୋବାଇଲରେ କେଉଁଠି ଓଟିପି ଦିଆଯିବ ଓ ମିଳିବ?keyboard_arrow_down
ଇ-କେୱାଇସି (e-KYC)କଣ? e-KYCର ବ୍ୟବହାର କଣ?keyboard_arrow_down
ଇ-କେୱାଇସି (eKYC)କୁ କେମିତି ଶେୟାର କରିହେବ ବା ଅନ୍ୟତ୍ର ପଠାଇ ହେବ?keyboard_arrow_down
ଟି.ଓ.ଟି.ପି. କ’ଣ? ଆଧାର କାର୍ଡଧାରୀଙ୍କ ପାଇଁ କେମିତି ଟି.ଓ.ଟି.ପି. ବ୍ୟବହାର କରାଯାଇପାରିବ?keyboard_arrow_down
ବାୟୋମେଟ୍ରିକ ଲକିଙ୍ଗ/ଅନ୍-ଲକିଙ୍ଗ କଣ ଅଟେ?keyboard_arrow_down
ବାସିନ୍ଦା ତାଙ୍କ ବାୟୋମେଟ୍ରିକ ତଥ୍ୟକୁ କେମିତି ଲକ୍ କରି ପାରିବେ?keyboard_arrow_down
ବାସିନ୍ଦା ତାଙ୍କ ବାୟୋମେଟ୍ରିକ ତଥ୍ୟ କେମିତି ଅନଲକ୍ କରିପାରିବେ ବା ଖୋଲି ପାରିବେ?keyboard_arrow_down
ଅସ୍ଥାୟୀ ଓ ସ୍ଥାୟୀ ବାୟୋମେଟ୍ରିକ ଅନ-ଲକିଙ୍ଗ କ’ଣ?keyboard_arrow_down
ଏମ୍-ଆଧାର (m-Aadhaar) ବ୍ୟବହାର କରିବା ପାଇଁ ପଞ୍ଜିକୃତ ମୋବାଇଲ ଥିବା ଜରୁରୀ ଅଟେ କିkeyboard_arrow_down
ପଞ୍ଜିକୃତ ମୋବାଇଲ ନମ୍ବର କହିଲେ କ’ଣ?keyboard_arrow_down
କ୍ୟୁଆର୍-କୋଡ(QR-Code)କୁ କେମିତି ଶେୟାର କରାଯାଏ ବା ଅନ୍ୟକୁ ପଠାଯାଏ?keyboard_arrow_down
ଏମ୍-ଆଧାର (mAadhaar)ଆପରେ ସର୍ବାଧକ କେତେଟି ପ୍ରୋଫାଇଲ ଯୋଡାଯାଇ ପାରିବ?keyboard_arrow_down
ସେହି ପଞ୍ଜିକୃତ ନମ୍ବର ଥାଇ ମଧ୍ୟ ମୁଁ ଯେତେବେଳେ ଅନ୍ୟ ଏକ ନୂଆ ଫୋନ ବ୍ୟବହାର କରେ ସେତେବେଳେ ଏମ୍-ଆଧାର(mAadhaar)ରେ ଥିବା ମୋ ପ୍ରୋଫାଇଲ୍ କାହିଁକି ଇନଆକ୍ଟିଭ ବା ନିଷ୍କ୍ରିୟ ହୋଇଯାଏ?keyboard_arrow_down
କୌଣସି ନିର୍ଦ୍ଦିଷ୍ଟ ମୋବାଇଲର ଆଣ୍ଡ୍ରୟେଡ୍ ଭରଜନ୍ ଅଛିକି?keyboard_arrow_down
ଏମ୍-ଆଧାର ଆଇଓଏସ୍ (ଆପଲ ଫୋନ) ଫୋନରେ ଚାଲେ କି?keyboard_arrow_down
ଏମ୍-ଆଧାର ରୁଟେଡ୍ ଫୋନ ବା ଉପକରଣରେ ଚାଲେ କି?keyboard_arrow_down
ରୁଟେଡ୍ ଫୋନ ବା ଉପକରଣ କାହାକୁ କୁହାଯାଏ?keyboard_arrow_down