ଯେତେବେଳେ ଗୋଟିଏ ବାସିନ୍ଦାଙ୍କର ଅନେକ ଠିକଣାର ପ୍ରମାଣଗୁଡିକ ଉପଲବ୍ଧ ଥାଏ(ଉଦାହରଣ, ଉପସ୍ଥିତ ଓ ଜନ୍ମସ୍ଥାନ), କେଉଁ ପ୍ରମାଣକୁ UIDAI ଗ୍ରହଣ କରିବ ଏବଂ କେଉଁଠାକୁ ଆଧାର ଲେଟରକୁ ପ୍ରେରଣ କରିବ?

ପଞ୍ଜିକରଣ ଚାହୁଁଥିବା ବ୍ୟକ୍ତିବିଶେଷଙ୍କ ପାଖରେ ଆଧାରରେ କେଉଁ ଠିକଣା ଲିପିବଦ୍ଧ କରାଯିବ ତାହା ସ୍ଥିର କରିବାର ବିକଳ୍ପ ରହିଛି, ଯେଉଁଥିପାଇଁ ବୈଧ ପିଓଏ ଡକ୍ୟୁମେଣ୍ଟ ଉପଲବ୍ଧ ଅଛି। ଆଧାରରେ ପଞ୍ଜିକୃତ ଠିକଣାରେ ଆଧାର ପତ୍ର ପ୍ରଦାନ କରାଯିବ।